ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

0

ମୋହନା : ଗଜପତି ଜିଲା ମୋହନା ବ୍ଲକରେ  ବିଦ୍ୟୁତ ଆଘାତରେ  ଜଣେ ନାବାଳକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।  ନାବଳକ ଜଣଙ୍କ ଘରେ ଛାତ ଉପରେ କାମ କରୁଥିବା ବେଳେ ଲୁହା ଗଜ ୩୩ କେଭି ବିଦ୍ୟୁତ ତାରରେ ଲାଗିଯାଇଥିଲା । ଏଥିରେ ଶ୍ରମକଙ୍କ ଛାତି ହାତ ଓ ଜଙ୍ଘରେ ବିଦ୍ୟୁତ ଆଘାତ ଲାଗି ପୋଡି ଯାଇଛି ।  ତାଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply