ଦିଲ୍ଲୀରେ ଭୂକମ୍ପ ଝଟକା

0

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ବୁଧବାର ସକାଳେ ଭୂକମ୍ପ ଅନୁଭତ ହୋଇଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରହିଥିଲା। ଦିଲ୍ଲୀର ଏନସିଆରରେ ସକାଳ ପ୍ରାୟ ୮ଟାରେ ଏହି ଭୂକମ୍ପ ଝଟଲା ଲାଗିଛି। ଏହାର କେନ୍ଦ୍ରସ୍ଥଳ ଦିଲ୍ଲୀର ହାପୁଡ଼ରେ ରହିଛି। ଏହି ଝଟକା ଫଳରେ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପ ଯୋଗୁ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ।

Leave A Reply