ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇଁ ପରିବାର ଲୋକଙ୍କ ଅଭିଯୋଗ

0

ବଣାଇ : ବଣାଇ ଥାନା ଅନ୍ତର୍ଗତ ଦେଓଗାଁ ଠାରେ ଶୁକ୍ରବାର ଜଣେ ନବ ବିବାହିତା ମହିଳାଙ୍କ ଅସ୍ଵାଭାବିକ ପରିସ୍ଥିତିରେ ମୃତ୍ୟୁକୁ ନେଇ ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛି। ଏଥିନେଇ ପୁଲିସ ଅନୁସନ୍ଧାନ ଚଳାଇ ଥିବାବେଳେ, ଶବକୁ ଜବତ କରି ବ୍ୟାବଚ୍ଛେଦ ନିମନ୍ତେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି।

Leave A Reply