ଫେଡେରେସନ କପ୍ ଆଥଲେଟିକ୍ : ଦୂତିଙ୍କୁ ସ୍ବର୍ଣ୍ଣ

0
993

ପାଡିଆଲା : ଜାତୀୟ ସିନିୟର ଫେଡେରେସନ କପ୍ ଆଥଲେଟିକରେ ୧୦୦ମିଟର ଦୌଡରେ ସୋମବାର ଓଡିଶାର ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୧.୪୫ସେକେଣ୍ଡରେ ସେ ଦୂରତ୍ବ ଅତିକ୍ରମ କରିଛନ୍ତି। ଏହାସହ ହେପ୍ଟାଥଲନରେ ଓଡିଶାର ପୂର୍ଣ୍ଣିମା ହେମ୍ବ୍ରମ ରୌପ୍ୟ ପଦକ ଜିତିଛନ୍ତି।

Facebook Comments

READ  ଥାଇଲାଣ୍ଡ ଗୁଳିକାଣ୍ଡରେ ଜଣେ ଭାରତୀୟ ପର୍ଯ୍ୟଟକ ମୃତ, ଦୁଇ ଗୁରୁତର