ବିଜେପି ଛାଡିଲେ ବିଧାୟକ ଦୁର୍ଯ୍ୟଧନ ମାଝି

0

ଭୁବନେଶ୍ୱର ..- ଖରିଆର  ବିଜେପି ବିଧାୟକ ଦୁର୍ଯ୍ୟଧନ ମାଝି ବେଜେପିରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ଗୁରୁବାରରେ ବିଜେପି ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକାରେ ତାଙ୍କର ନାମ ନ ଥିଲା । ଖରିଆରରୁ  ରୀତାରାଣୀ ବଗର୍ତିଙ୍କୁ ଟିକେଟ ମିଳିଛି । ଏଥିପାଇଁ  ଦଳ ଛାଡିଥିବା ଦୁର୍ଯ୍ୟଧନ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଥିବା ପ୍ରକାଶ କରିଛନ୍ତି ।

Leave A Reply