ଡଙ୍ଗା ବୁଡି ବଡ ଭାଇ ମୃତ ଓ ଅଳ୍ପକେ ବର୍ତ୍ତିଲେ ସାନଭାଇ 

0

ଦେବଗଡ: ରେଙ୍ଗାଲି ଜଳଭଣ୍ଡାରରେ ଅଘଟଣ ଘଟିଯାଇଛି । ମାଛ ଧରିବାକୁ ଯାଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକଙ୍କ ନାମ ହେଲା ଝସକେତନ ପେଣ୍ଡେଇ ଓ ତାଙ୍କ ବାରକୋଟ ବାଲିରଇ ଗ୍ରାମରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଦୁଇ ଭାଇ ଡଙ୍ଗାରେ ମାଛ ଧରିବାକୁ ଯାଇଥିବା ବେଳେ ଦୁର୍ଭାଗ୍ୟଜନକ ବଶତଃ ଡଙ୍ଗାଟି ବୁଡି ଯାଇଥିଲା। ଫଳର ବଡଭାଇ ଝସକେତନ ମୃତ୍ୟୁ ଘଟିଛି । ସାନଭାଇ ମ୍ୟତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave A Reply