ପୋଖରୀ​‌ରେ ବୁଡି ୨ ନାବାଳକଙ୍କ ମୃତ୍ୟୁ

0

ଜଳେଶ୍ବର : ପୋଖରୀ​‌ରେ ବୁଡି ୨ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ଭୋଗରାଇ ବ୍ଲକ ଗୋପୀନାଥପୁରର ନାରଣପୁର ଗ୍ରାମରେ ଘଟିଛି। ପୋଖରୀ ନିକଟରେ ଦୁଇ ସର୍ମ୍ପକୀୟ ଭାଇ ଖେଳୁଥିଲେ। ଖେଳୁଥିବା ସମୟରେ ଅନ୍ୟମନସ୍କ ହେତୁ ଦୁଇଭାଇ ବୁଡି ଯାଇଥିବାର ଅନୁମାନ କରାଯାଉଛି।

Leave A Reply