ଆଗକୁ ଜଳସଙ୍କଟ

0

ନୂଆଦିଲ୍ଲୀ: ଆସନ୍ତା କିଛି ଦିନ ମଧ୍ୟରେ ଦେଶରେ ଜଳସଙ୍କଟ ସୃଷ୍ଟି ହେବ। ଓଡ଼ିଶା ମଧ୍ୟ ଏଥିରୁ ବର୍ତ୍ତିବ ନାହିଁ। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳସ୍ତର ହ୍ରାସ ପାଇବ। ଦେଶର ୪୦୪ଟି ଜିଲାରେ ପରିସ୍ଥିତି ଉତ୍କଟ ହେବ। ଗତ ବର୍ଷ ଅକ୍ଟୋବର ମାସରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଏହି ସବୁ ଜିଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

Leave A Reply