ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ଫଣ୍ଡ ପାଇଁ ଧର୍ମେନ୍ଦ୍ର ଦେବେ ବର୍ଷକର ଦରମା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲି ଉତ୍ସବ ଅବସରରେ କେନ୍ଦ୍ର ଇସ୍ପାତ୍ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଲୁମିନି ଫଣ୍ଡ ଗଠନ ହେଲେ ସେ ବର୍ଷକର ଦରମା ଦେବି ବୋଲି କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି ଯେ, କୁଳପତି ଆକାଉଣ୍ଟ ନମ୍ବର ଦେଲେ ମୁଁ ବର୍ଷକର ଦରମା ପଠାଇ ଦେବି।

Comments are closed.