ପାଗଳ କୁକୁର ଆତଙ୍କ,. କୁକୁର କାମୁଡାରେ ୪୦ରୁ ଊର୍ଦ୍ଧ୍ୱ ଆହତ

0

ମାଲକାନଗିରି:  ଜିଲ୍ଲା  ସଦର ମହକୁମା ରେ ପାଗଳ କୁକୁର ଆତଙ୍କ । ସ୍ଥାନୀୟ ନାକଟେଶ୍ୱେରୀ ମନ୍ଦିର ନିକଟରେ ଗୋଟିଏ ପାଗଳ କୁକୁର ୪୦ ରୁ  ଅଧିକ ଲୋକଙ୍କୁ  କାମୁଡି ଥିବା ଅଭିଯୋଗ ହୋଇଛି । ରାତିରେ ଯାତ୍ରା ଚାଲୁଥିବା ବେଳେ ସେଠାରେ ୩୫ ଜଣ ଲୋକଙ୍କୁ କାମୁଡିଥିଲା । ସେହପରି ବୁଧବାର ସକାଳେ ପ୍ରାତଃ ଭ୍ରମଣ କରୁଥିବ ୫ ଜଣଙ୍କୁ ଏହି କୁକୁରଟି କାମୁଡି ଦେଇଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ କୁକୁର କାମୁଡା ଇଂଜେକ୍ସନ ଦିଆଯାଇଛି ।

Leave A Reply