ନିଶ୍ଚିନ୍ତକୋଇଲି ବ୍ଲକରେ ସହାୟତା ରାଶି ବଣ୍ଟନ

0

ନେମାଳ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଠାରେ ନିର୍ମାଣ ଶ୍ରମିକମାନଙ୍କୁ ସାଇକେଲ ଓ ଅନ୍ୟାନ୍ୟ ସହାୟତା ରାଶି ବଣ୍ଟନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସ୍ଵାସ୍ଥ୍ୟ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷl ସବିତା ଓଝା,ପ୍ରାକ୍ତନ ସିସିବି ଅଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲାପରିଷଦ ସଭ୍ୟା, ବ୍ଲକ ବିଡିଓ, ବ୍ଲକ ବିଜେଡି ସଭାପତି, ବ୍ଲକ ଯୁବ ବିଜେଡ଼ି ସଭାପତି ପ୍ରମୁଖ ଉପସ୍ଥିତ ସାଇକେଲ ଓ ଅନ୍ୟlନ୍ୟ ସହାୟତା ରାଶି ବଣ୍ଟନ କରିଛନ୍ତି l

Leave A Reply