ସାଇକେଲରେ ବୁହା ହେଲା ମୃତଦେହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରିଗୁଡ଼ା ପଞ୍ଚାୟତର ମୋତିଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ବାସନ୍ଦ ଯୋଗୁଁ ମୃତଦେହକୁ କାନ୍ଧ ନମିଳିବାରୁ ଦୁଇ ଭାଇ ତାଙ୍କୁ ସାଇକେଲରେ ମଶାଣିକୁ ନେଇ ଯାଇଥିଲେ। ଏମତିକି ଶବ ସତ୍କାରରେ ମଧ୍ୟ ଗାଁ ଲୋକେ କେହି ଯୋଗ ଦେଇ ନଥିଲେ ।

Comments are closed.