୧୦,୦୦୦ ରନ କ୍ଲବରେ ଧୋନି

0

ସିଡନୀ : ଭାରତୀୟ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଦିନିକିଆ ଫର୍ମାଟରେ ୧୦,୦୦୦ ରନ ମଧ୍ୟ ପୂରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଠାରେ ଶନିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଝାୟ ରିଚାର୍ଡସନଙ୍କ ବଲରେ ସିଙ୍ଗଲ ରନ ନେବା ଅବସରରେ ଧୋନି ଏହି ମାଇଲଖୁଣ୍ଟ ଛୁଇଁପାରିଛନ୍ତି। ଏଭଳି ସଫଳତା ଅର୍ଜନ କରିବାରେ ଧୋନି ହେଉଛନ୍ତି ଭାରତର ୫ମ ତଥା ବିଶ୍ବର ୧୨ଶ ବ୍ୟାଟସମ୍ୟାନ। ତାଙ୍କ ପୂର୍ବରୁ ଭାରତର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବିରାଟ କୋହଲି ଦିନିକିଆରେ ୧୦,୦୦୦ ରନ ସ୍କୋର କରିସାରିଛନ୍ତି।

Leave A Reply