ଦୁର୍ନୀତି ଓ ଯୌନ ନିର୍ଯାତନା ଅଭିଯୋଗରେ ଡିଏଫଓ ନିଲମ୍ବିତ

ରାୟଗଡ଼ା : ଦୁର୍ନୀତି, ଅନିୟମିତତା ଓ ଯୌନ ନିର୍ଯାତନା ଅଭିଯୋଗରେ ଶନିବାର ରାୟଗଡ଼ା ଜିଲା ବନ ଅଧିକାରୀ( ଡିଏଫଓ) ଦେବାର୍ଚ୍ଚନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ତାଙ୍କ ନାମରେ ସରକାରୀ କୋଠା, ବାମ୍ବୋ କଟେଜ୍ ନିର୍ମାଣରେ ଦୁର୍ନୀତି ଏବଂ କାର୍ୟ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ୟାତନା ଅଭିଯୋଗ ଥିଲା। ସେହି ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି।

Comments are closed.