ଶ୍ରୀମନ୍ଦିରରେ ଚୂନ ଖଣ୍ଡ ଖସି ମହିଳା ଭକ୍ତ ଆହତ

0

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିସରରେ ଏକ ଅଘଟଣ ଘଟି ଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପରୁ ଚୂନ ଖଣ୍ଡ ଖସି ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି । ତାଙ୍କୁ ଜିଲା ମୁଖ୍ୟଚିକତ୍ସାଳରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ହେଲା ବାସନ୍ତି ରାଉତ(୬୫) । ସେ କଟକ ଜିଲା ବାଙ୍କି ଅନ୍ତର୍ଗତ ଦାମପଡା ଗାଁର ବାସିନ୍ଦା ବୋଲି ଜଣାପଡିଛି ।

Leave A Reply