ଆସନ୍ତାକାଲି ଇସ୍ତଫା ଦେବେ ଦିଲୀପ ରାୟ !

0

ରାଉରକେଲା : ଉଭୟ ବିଧାୟକ ଓ  ଭାରତୀୟ ଜନତା ପାର୍ଟିରୁ ଆସନ୍ତାକାଲି ଇସ୍ତଫା ଦେବେ ଦିଲୀପ ରାୟ। ୨ୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ପ୍ରତିଶ୍ରୁତି ପୂରଣ ନ ହେବାରୁ ଇସ୍ତଫା ଦେଉଥିବା ଜଣାପଡିଛି। ରାଉରକେଲା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୨ୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟିରେ ହସ୍ପିଟାଲରେ ପରିଣତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ତେବେ ରାଉରକେଲା ପାଇଁ ପ୍ରତିଶ୍ରୁତି ପୂରଣ ନ ହେବାରୁ ସେ ଇସ୍ତଫା ଦେଉଥିବା ଜଣାପଡିଛି।  ପୂର୍ବରୁ ଏନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଶ୍ରୀ ରାୟ ବିଧାୟକ ପଦ ଓ ଦଳ ଛାଡିବା ନେଇ ପୂର୍ବରୁ ଆଲୋଚନା ହେଉଥିଲେ।

Leave A Reply