ଦେବଗଡ଼ରେ କାଳବୈଶାଖୀ ; ବ୍ୟାପକ କ୍ଷୟକ୍ଷତି

ଦେବଗଡ଼ : ଦେବଗଡ ଜିଲାରେ ସୋମବାର ସନ୍ଧ୍ୟାରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପବନରେ ଉଡି ରାସ୍ତାରେ ଏକ ଦେଢ଼ଶହ ଫୁଟର ଟିନ ଛାତ ପଡିଯାଇଛି। ଛାତତଳେ ୩୦ରୁ ଊର୍ଦ୍ଧ୍ବ ବାଇକ ଚାପି ହୋଇ ରହିଥିବା ଜଣାପଡିଛି। ଅଳ୍ପକେ ସ୍ଥାନୀୟ ବାସିନ୍ଧା ବଞ୍ଚିଯାଇଥିବା ଜଣାପଡିଛି। ଦେବଗଡ଼ ପୌରପରିଷଡ଼ ପକ୍ଷରୁ ନିମ୍ନମାନର କାର୍ୟ୍ୟ ହୋଇଥିବା ଅଭିଯୋଗ ହୋଇଛି।

Comments are closed.