ଟ୍ରେନ ଲାଇନରୁ ଶ୍ରମିକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ରାୟପୁର ଟ୍ରେନ ଲାଇନର ଡାବରୀ ନିକଟରୁ ଶନିବାର ସନ୍ଦେହ ଜନକ ଭାବେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ଜଣଙ୍କ ଦାଦନ ଖଟିବା ପାର୍ଇ ତେଲଙ୍ଗାନାର ପୈଦାପଲ୍ଲୀ ଯାଇଥିଲେ। ସେଠାରେ କାମ ନମିଳିବାରୁ ଘରକୁ ଫେରୁଥିଲେ। ତାଙ୍କ ପକେଟରୁ ଏକ ଟେନ୍ ଟିକଟ ମିଳିଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେକାଦେଇଛି।

Comments are closed.