ବିଦ୍ୟୁତ ଆଘାତରେ ଦୁଇ ମୃତ

ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନରାଜିରେ ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତକମାନେ କାଠ ମିସ୍ତ୍ରୀ ବୋଲି ଜଣାପଡିଛି । ଶନିବାର ସକାଳେ କାଠ କାମ କରୁଥିବା ବେଳେ ଉଭୟଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.