ବିଚାରଧୀନ କଏଦୀର ସନ୍ଦେହ ଜନକ ମୃତ୍ୟୁ

0

ଯାଜପୁର : ଯାଜପୁର ଜିଲାର ଉପ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତକ କଏଦୀ ଜଣକ ହେଲେ ଅବଦୁଲ ଲତୁଫ ଖାନ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ଗଣ୍ଡଗୋଳ ଘଟଣାରେ ସଦର ଥାନା ପୁଲିସ ଅବଦୁଲଙ୍କୁ ଗିରଫ କରିଥିଲା।

Leave A Reply