ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ସବ୍ ଜେଲରେ ଥିବା ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ହେଉଛନ୍ତି ସୀମାଞ୍ଚଳ ସାହୁ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳାରେ ଜଣାପଡିଛି । ଏକ ଦୁଷ୍କର୍ମ ମାମଲାରେ ସେ ୭ ବର୍ଷ କାରାଦଣ୍ଡ ଭୋଗୁଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ହେବାରୁ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave A Reply