ଯୁବକଙ୍କ ଧକ୍କାମାଡରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

0

ବ୍ରହ୍ମପୁର : ଚାଉଳ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ପାଟପୁର ଥାନା ଗୋପାଳପୁର ପଞ୍ଚାୟତରେ ଘଟିଛି। ବୃଦ୍ଧ ଜଣକ ଧାଡିରେ ଛିଡା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଧକ୍କା ମାରିଥିଲା। ଠେଲାପେଲା ବେଳେ ବୃଦ୍ଧ ଜଣକ ତଳେ ପଡି ଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ଯାଇଥିଲା। ଯାହା ଫଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ କରାଯାଇଛି।

Leave A Reply