ରାସ୍ତା ତଳୁ ମୃତଦେହ ଉଦ୍ଧାର

0

ବାଲେଶ୍ୱର : ବାଲେଶ୍ୱର ଜିଲା ବଣପାରିଆ ଏସବିଆଇ ବ୍ୟାଙ୍କ ବିପରୀତ ଦିଗରେ ଥିବା ରାସ୍ତା ତଳୁ ଗୁରୁବାର ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ପ୍ରାୟ ୧୫ ଦିନର ହେବ ବୋଲି ଏହାର ଅବସ୍ଥା ଦେଖି ଅନୁମାନ କରାଯାଉଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ବ୍ୟକ୍ତି ଜଣଙ୍କ ଜଣେ ପଇଡ଼ ବେପାରୀ। ସେ ଆଇଟିଆଇ ସ୍କୁଲ ସାମ୍ନାରେ ନିଜର ଦୋକାନ କରିଥିଲେ।

Leave A Reply