ଅର୍ଦ୍ଧଦଗ୍ଧ ଯୁବତୀଙ୍କ ମୃତଦେହ ଉଦ୍ଧାର, ବଳାତ୍କାର ପରେ ହତ୍ୟା ସନ୍ଦେହ

ରାଇରଙ୍ଗପୁର : ବାଦାମବାହାଡ ଥାନା ପାହାଡପୁର ଜଙ୍ଗଲରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ମୁଣ୍ଡ ପୋଡି ଯାଇଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.