ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ହତ୍ୟା ସନ୍ଦେହ

0

ସୁବର୍ଣ୍ଣପୁର : ଜଣେ ବ୍ୟକ୍ତିଙ୍କର କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ମୃତଦେହଟି ସୋନପୁର ଥାନା କଳାପଥର ଗ୍ରାମ ନିକଟ ଜଙ୍ଗଲରେ ପଡି ରହିଛି। ମୃତ ବ୍ୟକ୍ତି ଜଣକ କଳାପଥର ପୋଷ୍ଟ ଅଫିସର ପୋଷ୍ଟମ୍ୟାନ ବୋଲି ଜଣାପଡିଛି। ତାଙ୍କୁ କେହି ଜଣେ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply