ଯୁବକଙ୍କ ମୃତଦେହ ଉଦ୍ଧାର

0
256
courtesy :East Idaho News

ସମ୍ବଲପୁର : ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ାରେ ଥିବା ଏକ ନିର୍ମାଣଧୀନ ପାଣି ଟାଙ୍କିରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଚେରୁଆପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପରିବାର ଲୋକଙ୍କ କଥା ଅନୁସାରେ ଶନିବାର ରାତିରୁ ସେ କାହାକୁ କିଛି ନ କହି ଘରୁ ଚାଲିଯାଇଥିଲେ। ପୁଲସି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।