ବୃଦ୍ଧ, ବୃଦ୍ଧାଙ୍କ ମୃତଦେହ ଠାବ

0

ରାୟଗଡ଼ା : ରାୟଗଡ଼ା ଥେରୁବାଲି ଷ୍ଟେସନ ନିକଟ ପରିତ୍ୟକ୍ତ ଘରୁ ବୃଦ୍ଧ, ବୃଦ୍ଧାଙ୍କ ମୃତଦେହ ଠାବ ହୋଇଛି। ଥେରୁବାଲି ଷ୍ଟେସନ ନିକଟସ୍ଥ କେଲିଗୁଡ଼ା କ୍ୟାବିନ ନିକଟରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ମୃତ୍ୟୁ କାରଣ ମଧ୍ୟ ଅସ୍ପଷ୍ଟ ରହିଛି।

Leave A Reply