ଯୁବକଙ୍କୁ ହତ୍ୟା ଅଭିଯୋଗ

0

ଖୋର୍ଦ୍ଧା : ସୁନାଖଳା କାଉଁରୀପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି। କାଉଁରୀପାଟଣାର ସାହି ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଦମକଳବାହିନୀ ପୋଖରୀରୁ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କୁ ହତ୍ୟା କରି କେହି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବୋଲଗଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply