ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

0

ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ଜେରେଙ୍ଗ ଅଞ୍ଚଳରେ ଏକ ହତ୍ୟା କାଣ୍ଡ ଘଟିଛି। ମୃତକ ଜଣକ ହେଲେ ଲିପୁନା ସାହୁ। ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଛି। ହତ୍ୟାକାରୀ ଜରପଡ଼ା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Leave A Reply