ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

0

ରାଉରକେଲା: ରାଉରକେଲା ପାନପୋଷ ରେଳ ଧାରଣାରୁ ଅଚିହ୍ନା ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର କରାଯାଇଛି । ତାଙ୍କ ଘର ପଶ୍ଚିମବଙ୍ଗର ପୁରୁଲିଆରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଘଟଣାସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୁଲିସ ତଦନ୍ତ ଜାରି ରଖିଛନ୍ତି ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମୃତକ ଦୁହେଁ ଚଳନ୍ତା ଟ୍ରେନରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ।

Leave A Reply