ବସ୍‌ରେ ଯାତ୍ରୀଙ୍କ ମୃତ୍ୟୁ

0

ରାଉରକେଲା: ରାଉରକେଲାରୁ ଜୟପୁର ଆସୁଥିବା ଵସରେ ଜଣେ ଯାତ୍ରୀ ଵସିଵା ଅଵସ୍ଥାରେ ମୃତ୍ୟୁବରଣ କରିଛନ୍ତି ଓ ତାଙ୍କ ଶବ ଵସ ଭିତରେ ରହିଛି। ଵସ ଜୟପୁର ସରକାରୀ ବସ ଷ୍ଟାଣ୍ଡରେ ଅଛି । ମୃତକ ଜଣକ ବିଏସ୍ଏଫ୍ର ୱାରଲେସ୍ ଅପରେଟର ନରେଶ କୁମାର ଓ ତାଙ୍କ ଘର ହରିଆନାରେ ବୋଲି ଜଣାପଡ଼ିଛି। ସେ ଝାରସୁଗୁଡ଼ାରୁ ଜୟପୁର ଆସୁଥିଲେ।

Leave A Reply