ଟ୍ରେନ ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ଷ୍ଟେସନରେ ଟ୍ରେନ ଭିତରୁ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଇଟୱାରୀ-ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । ଜିଆରପି ଏହି ଏହି ମୃତ ଦେହ ଉଦ୍ଧାର କରିଛି । ତେବେ ମୃତକଙ୍କ ପରିଚୟ ମିଳିନାହିଁ କି ହତ୍ୟାର କାରଣ ଜଣାପଡି ନାହିଁ।

Comments are closed.