ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

ଅନୁଗୋଳ:  ନାଲକୋ ଥାନା କାଣ୍ଡସର ସେବାକେନ୍ଦ୍ର ନିକଟରେ ଥିବା ବିଲ ମାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ କାଣ୍ଡସର ଗ୍ରାମର ମାନସ ନାଏକ । ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ ଜଣାପଡୁଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply