ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

0

ବାଲେଶ୍ୱର : ବାଲେଶ୍ୱରର ଅଭଣା ହାଟ ଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଶଶିକାନ୍ତ ପାଣିଗ୍ରାହୀ। ସେ ଗୋପାଳପୁର କଲେଜର ଡ଼େମୋନଷ୍ଟ୍ରେଟର ଥିଲେ। ସେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିଲେ। ନିକଟରେ ଥିବା ଜଳାଶୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଉଛି। ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave A Reply