ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ନବଜନ୍ମିତ ଶିଶୁ ମୃତ

0

କନ୍ଧମାଳ : ରବିବାର ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁ କନ୍ୟାକୁ ପ୍ରସବ କରିଥିବା ଖବର ପ୍ରକାଶ ପାଇଥିଲା। ସୋମବାର ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେରେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସନ୍ତାନ ପ୍ରସବ ପରେ ଛାତ୍ରୀ ଓ ନବଜାତ ଶିଶୁ ଏମକେସିଜିରେ ଭର୍ତ୍ତି ହୋଇଥିଲେ। ମାତ୍ର ସୋମବାର ସକାଳେ ନବଜନ୍ମିତ ଶିଶୁର ମୃତ୍ୟୁ ହୋଇଛି।

Leave A Reply