ଠିକାଦାରଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ : ଫିରିଙ୍ଗିଆ ଥାନା ତିଲରପଙ୍ଗା ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘରୁ ଡ଼ାକି ନେଇ ଠିକାଦାରଙ୍କୁ ହତ୍ୟା କରିବା ସହ ଘଟଣାସ୍ଥଳରେ ମାଓ ପୋଷ୍ଟର ଥିବା ସୂଚନା ମିଳିଛି।

Comments are closed.