ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକ ମୃତ

0
90
courtesy : dailypost.ng

ବାଲେଶ୍ୱର : ତେଲେଙ୍ଗାନା କରିମ ନଗରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ନୀଳଗିରି ଅଞ୍ଚଳର । ଏକ ଗ୍ରାନାଇଟ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହ ରବିବାର ତାଙ୍କ ଘରେ ପହଞ୍ଚିଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here