ନର୍ସିଂହୋମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଥିବା ଏକ ଘରୋଇ ନର୍ସିଂହୋମରୁ ଜଣେ ଯୁବତୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଜଣଙ୍କ ସେହି ନର୍ସିଂହୋମର ଛାତ୍ରୀ ଏବଂ ତାଙ୍କ ଘର ଯାଜପୁର ଜିଲ୍ଲା ଇଟାପଡା ଗ୍ରାମରେ ବୋଲି ଜଣାପଡିଛି । ମୃତ୍ୟୁ କାରଣ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Leave A Reply