ତଟରକ୍ଷୀ ବାହିନୀଙ୍କ ‘ଡେ ଆଟ୍ ସି’ ସୋ ଆରମ୍ଭ

0

ପାରାଦୀପ: ତଟରକ୍ଷୀ ବାହିନୀ ପକ୍ଷରୁ ‘ଡେ ଆଟ୍ ସି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୫ଟି ଜାହାଜରେ ତଟରକ୍ଷୀମାନେ ବାହିନୀ ଗଭୀର ସମୁଦ୍ରରେ ରଣକୌଶଳ ପ୍ରଦର୍ଶନ କରିଛନ୍ତି । ରାଜ୍ୟପାଳ ଓ ବହୁ ମାନ୍ୟଗଶ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

Leave A Reply