ପାକିସ୍ତାନ ଦାଉଦଙ୍କୁ ସୁରକ୍ଷା ଦେଉଛି , ଭାରତ ତା’ର ଚାକରର ବି କିଛି କରିପାରିବନି: ଦାଉଦଙ୍କ ସହଯୋଗୀ

0

ନୂଆଦିଲ୍ଲୀ:  ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମକୁ ପାକିସ୍ତାନ ସୁରକ୍ଷା ଦେଉଛି । ଭାରତ ଦାଉଦ ଇବ୍ରାହିମ କ’ଣ, ତା’ର ଚାକରଙ୍କର ବି  ଚାହିଁଲେ କିଛି କରି ପାରିବ ନାହିଁ ବୋଲି ଦାଉଦଙ୍କର ଜଣେ ସହଯୋଗୀ କହିଛି ।

୧୯୯୬ ମସିହା  ମୁମ୍ବାଇ ବୋମା ବିସ୍ପୋରଣର ମାଷ୍ଟର ମାଇଣ୍ଡ ଦାଉଦ୍‌ । ସେ ଭାରତରୁ ପଳାୟନ କରି ବିଦେଶରେ ଆତ୍ମ ଗୋପନ କରିଛି । ପାକିସ୍ତାନର କରାଚୀରେ ଏବେ ଦାଉଦ ରହୁଛି । ତାକୁ ପାକିସ୍ତାନର ରେଞ୍ଜର୍ସ ମାନେ ସୁରକ୍ଷା ଦେବା ସହ ତାର ଘର ଜଗୁଛନ୍ତି । ତାକୁ ଦୁବାଇ ନେବା ଆଣିବା ପାଇଁ ପାକିସ୍ତାନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସିବିଆଇକୁ ଦାଉଦର ସହଯୋଗୀ ଫାରୁକ ଟକଲା ସୂଚନା ଦେଇଛି ।

Leave A Reply