ଅଭିନୟ ପୂର୍ବରୁ ବିଭିନ୍ନ ଦେବୀଙ୍କୁ ଦର୍ଶନ କଲେ କଂସ ମହାରାଜ

0

ବରଗଡ଼ : ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିବା ପାଇଁ ଭୁବନେଶ୍ୱର ପ୍ରଧାନଙ୍କୁ ଘୋଷଣା କରାଯାଇଛି। ଘୋଷଣା କରିବା ପରେ ସେ ରବିବାରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ, ମା’ ଦୁର୍ଗା ଓ ମା’ ଶ୍ୟାମାକାଳୀଙ୍କୁ ଦର୍ଶନ କରି ଆଶୀର୍ବାଦ ମାଗିଛନ୍ତି। ଅଭିନୟର ସୁଯୋଗ ମିଳିଥିବାରୁ ଶ୍ରୀ ପ୍ରଧାନ ପ୍ରଶାସନ, ମହୋତ୍ସବ ସମିତି ଏବଂ ବରଗଡ଼ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply