ସାଧାରଣତନ୍ତ୍ର ଦିବସରେ ୬୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

0

ନୂଆଦିଲ୍ଲୀ : ଚଳିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜପଥରେ ଆୟୋଜିତ ହୋଇଥିବା ପରେଡ ସମାରୋହରେ ଦେଶର ବିଭିନ୍ନ ବିଦ୍ୟାଳୟରୁ ୬୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ଓ ଶିକ୍ଷା ବିଭାଗ ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ପାଇଁ ତିନୋଟି ବିଦ୍ୟାଳୟକୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ କୋଲକତାର ପୂବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ନୃତ୍ୟ ଶିଖାଇଥିଲେ ।  ସାଧାରଣତନ୍ତ୍ର ଦିବସ ପ୍ୟରେଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟପରିବେଷଣ ପାଇଁ ଗତ ତିନି ମାସ ଧରି ଅଭ୍ୟାସ କରାଯାଇଥିଲା

ଛାତ୍ରଛାତ୍ରୀ  ଦିଲ୍ଲୀର ରାଜପଥରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply