ଶିଶୁଙ୍କୁ ପିଆନ୍ତୁ ଡାଲିପାଣି, ମିଳିବ ଏହି ଉପକାର

0

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଡାଲିପାଣିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଓ ମିନିରାଲସ୍ ରହିଥାଏ । ମୁଗ ଓ ମସୁରୀ ଡାଲିପାଣି ଶିଶୁଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଡାଲିପାଣି ପିଇବା ଦ୍ବାରା କି କି ଲାଭ ମିଳେ ?

ଡାଲିପାଣିରେ ବହୁତ ମାତ୍ରାରେ ପ୍ରୋଟିନ, ଭିଟାମିନ୍, ମିନେରାଲସ୍ ଓ ଫାଇବର ରହିଥାଏ ।

ଏହି ପାଣି ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ।

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ଡାଲିପାଣି ।

ଡାଲିରେ କେବଳ ଲୁଣ ଓ ହଳଦୀ ମିଶାଇ ସିଝାନ୍ତୁ ଏବଂ ଏହି ପାଣିକୁ ଶିଶୁଙ୍କୁ ପିଆନ୍ତୁ ।

ଏଥିରେ ଲଙ୍କା ଗୁଣ୍ଡ ବା ମସଲାର ବ୍ୟବହାର କରନ୍ତୁ ନାହିଁ ।

Leave A Reply