କ୍ରିକେଟ ବିଶ୍ବକପ : ଭାରତ ୨୨୧ ରନରେ ଅଲଆଉଟ, ଫାଇନାଲରେ ନ୍ୟୁଜିଲାଣ୍ଡ

ମଞ୍ଚେଷ୍ଟର : ବିଶ୍ବକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ବୁଧବାର ଭାରତକୁ ୧୮ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡର ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୧୧ ରନରେ ତାର ସମସ୍ତ ୱିକେଟ ହରାଇଛି। ନ୍ୟୁଜିଲାଣ୍ଡ ଫାଇନାଲରେ ଜୁଲାଇ ୧୧ରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ (ଅଷ୍ଟ୍ରେଲିଆ-ଇଂଲଣ୍ଡ)ରେ ବିଜୟୀ ଦଳକୁ ଭେଟିବ।

Comments are closed.