୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଟାଙ୍ଗୀ: ଟାଙ୍ଗୀ ଚୌଦ୍ବାର ଅଞ୍ଚଳ ର କୋଚିଳା ନୂଆ ଗାଁ ରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଖବର ପାଇ ପିପୁଲ୍ ଫର୍ ଆନିମଲ୍ କଟକ ସଦସ୍ୟ ଶୁଭେନ୍ଦୁ ସ୍ୱାଇଁ ଏବଂ ତିଲକ କର ଘଟଣା ସ୍ଥଳ ରେ ପହଞ୍ଚି ସାପ ଟିକୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କ ସହିତ ଡମ ଡମଣି ସଂରକ୍ଷିତ ଜଙ୍ଗଲ ରେ ସୁରକ୍ଷିତ ଭାବେ ଛାଡିଦେଇଥିବା ସୂଚନା ମିଳିଛି।

Comments are closed.