୮ଟି ଗୋରୁ ବୋଝେଇ ଟ୍ରକ ଅଟକ

0

ଅନୁଗୁଳ: ସ୍ଥାନୀୟ ବନ୍ତଳା ଛକ ନିକଟରେ ୮ଟି ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକେ ଅଟକ ରହିଛନ୍ତି। ସେଥିରେ ପ୍ରାୟ ୬୦୦ ଗୋରୁ ଥିବା ଜଣାପଡ଼ିଛି। ଗୋରୁଗୁଡ଼ିକୁ ସମ୍ବଲପୁରରୁ ଭଦ୍ରକ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

Leave A Reply