ଚାଲାଣ ବେଳେ ୫୦ ଗୋରୁ ଉଦ୍ଧାର

0

ବାଲେଶ୍ବର : ଗାଡିରେ ଚୋରା ଚାଲାଣ ହେଉଥିବା ୫୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି। ଏପରି ଘଟଣା ବାଲେଶ୍ବର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ଘଟିଛି। ସେଠାରୁ ଖନ୍ତାପଡା ପୁଲିସ ଗୋରୁମାନଙ୍କୁ ଜବତ କରିଛି। ଭୋର ୫ଟା ସମୟରେ ଗୋରୁଙ୍କୁ ସ୍ଥାନୀୟ ଗୋଶାଳାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

Leave A Reply