ଅଭିଯୁକ୍ତ କୋର୍ଟରେ ହାଜର

0

କନ୍ଧମାଳ: ଗଞ୍ଜେଇ କାରବାର ଅଭିଯୋଗରେ ଗିରଫ ହୋଇଥିବା ସୁମନ୍ତ ଖଟୁଆକୁ ବୌଦ୍ଧ ଜେଲରୁ କନ୍ଧମାଳ ଜିଲା କୋର୍ଟରେ ହାଜର କରାଯାଇଛି । ଗୋଚ୍ଛାପଡା ଓ ଫିରିଙ୍ଗିଆ ଅଞ୍ଚଳରେ ସୁମନ୍ତ ବେଆଇନ ଗଞ୍ଜେଇ କରାବାର କରୁଥିଲା। ଏହି କାରବାରରେ ସେ ଅନ୍ୟମାନଙ୍କୁ ସାମିଲ କରିଥିଲା। ଗୋଚ୍ଛାପଡା ଥାନରେ ସୁମନ୍ତ ନାମରେ ଦୁଇଟି ଅପରାଧିକ ମାମଲା ରହିଛି ।

Leave A Reply