ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି : କଳାହାଣ୍ଡିରେ ସମସ୍ତ କୋର୍ଟ ବନ୍ଦ

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଜିଲ୍ଲାର ସମସ୍ତ କୋର୍ଟ ବନ୍ଦ ରହିଥିଲା । କଳାହାଣ୍ଡି ଓକିଲ ସଂଘ ତରଫରୁ ଆଜି ଭବାନୀପାଟଣାର ଜିଲ୍ଲା ଦୌରାଜଜ କୋର୍ଟ ସମେତ ଅନ୍ୟ ସମସ୍ତ କୋର୍ଟ କାର୍ଯ୍ୟକୁ ବର୍ଜନ କରିବା ସହିତ କୋର୍ଟ ସମ୍ମୁଖରେ ପିକେଟିଂ ଓ ଧାରଣା ଦିଆଯାଇଥିଲା । ଫଳରେ ଆଜି ସମସ୍ତ କୋର୍ଟ ବନ୍ଦ ରହିଥିଲା ।

Leave A Reply