ଟଙ୍କା ହଡ଼ପ ଅଭିଯୋଗ: ଜିଆରଏସ୍ ବହିଷ୍କୃତ

0

ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ୍ ଏରେଣ୍ଡ୍ରା ପଞ୍ଚାୟତର ଜିଆରଏସ୍ ରବୀନ୍ଦ୍ର ପ୍ରଧାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ତାଙ୍କ ବିରୋଧରେ ଦୁଇ ଜଣ ମୃତ କର୍ମଚାରୀଙ୍କ ନାମ ମାଷ୍ଟର ରୋଲ୍ରେ ଦର୍ଶାଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଥିଲା। ପିଡି ଡିଆରଡିଏଙ୍କ ତଦନ୍ତ ପରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି।

Leave A Reply